Videos

Antara Viral Video: ‘ଡିୟର ନବ ଛଇଳା’ ଗୀତରେ ଝୁମିଲେ କଣ୍ଠଶିଳ୍ପୀ ଅନ୍ତରା, ଦେଖନ୍ତୁ ଭିଡି଼ଓ

Antara Viral Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ (Singer Antara Chakraborty)। ଓଡିଶା ସଙ୍ଗୀତ ଜଗତର ନାଁ କରା କଣ୍ଠଶିଳ୍ପୀ । ଏକାଧିକ ଓଲିଉଡ୍ ଓ ଆଲବମରେ ସେ ଗୀତ ଗାଇଛନ୍ତି।  ତେବେ, ଏହାରି ଭିତରେ ଅନ୍ତରା ଚକ୍ରବର୍ତ୍ତୀଙ୍କର ଏକ ଭାଇରାଲ୍ ଭିଡି଼ଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।  ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, 'ଡିଅର ନବ ଛଇଳା' ଗୀତରେ କଣ୍ଠଶିଳ୍ପୀ ସ୍ବଂୟମ ପାଢୀଙ୍କ ସହ ନଜର ଆସିଛନ୍ତି ଅନ୍ତରା । ଦେଖନ୍ତୁ ଏହି ସୁନ୍ଦର ଭିଡି଼ଓ... 

 

Video Thumbnail
Advertisement
Read More