Videos

Malaika Arora: ବ୍ୟାକଲେସ୍ ଗାଉନ୍ ପିନ୍ଦି ନଜର ଆସିଲେ ମଲାଇକା ଆରୋରା, ଲୋକେ କହୁଛନ୍ତି- 'ଉର୍ଫିଙ୍କ ମା', ଦେଖନ୍ତୁ ଏହି ଭିଡିଓ

Malaika Arora Trolls: ମଲାଇକା ଆରୋରା ଷ୍ଟାଇଲ୍ ଆଇକନ୍ ପୁରସ୍କାରରେ ଯୋଗ ଦେବାକୁ ଯିବାସମୟରେ,କଳା ରଙ୍ଗରେ ବ୍ୟାକଲେସ୍ ଗାଉନ୍ ପିନ୍ଧିଥିବା ନଜର ଆସିଛନ୍ତି । କହିରଖୁଛୁ ଯେ ଠିକ୍ ଏକ ମାସ ପୂର୍ବରୁ ଫ୍ୟାଶନ୍ କ୍ୟୁଇନ୍ ଉର୍ଫି ଜାଭେଦ୍ କଳା ରଙ୍ଗରେ ବ୍ୟାକଲେସ୍ ଗାଉନ୍ ପିନ୍ଧି ନଜର ଆସିଥିଲେ । ବର୍ତ୍ତମାନ ଟ୍ରୋଲର୍ସ 'ଉର୍ଫିଙ୍କ ମା' କହି ମଲାଇକାଙ୍କୁ ଟ୍ରୋଲ୍ କରୁଛନ୍ତି । ଦେଖନ୍ତୁ ଏହି ଭିଡିଓ ।

Malaika Arora New Video: This outfit of Malaika Arora seems to match with Urfi Javed's outfit. Uorfi Javed wore this gown months ago, but when Malaika Arora reached the red carpet wearing it, everyone remembered Uorfi Javed.

Video Thumbnail
Advertisement
Read More