Videos

Video: ଲାଇଭ୍ ମ୍ୟାଚ୍ ରେ ନବୀନ ଉଲ୍ ହକ୍ଙ୍କୁ ଦେଖି 'କୋହଲି-କୋହଲି'ର ଚିଲାଇଲେ ଫ୍ୟାନ୍ସ, ଆଉ ତା'ପେର...

Naveen-Ul-Haq: ଭାରତ ଆୟୋଜିତ ଏକଦିବସୀୟ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଷ୍ଟାଣ୍ଡରେ ବସିଥିବା ଦର୍ଶକ ନବୀନ ଉଲ ହକଙ୍କୁ ଦେଖିବା ପରେ ବିରାଟ କୋହଲିଙ୍କ ନାମରେ ସ୍ଲୋଗାନ ଦେଉଛନ୍ତି । ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More