Hindi News >>Home >>Videos
Videos

Viral Video: ଯୌତୁକ ନା ପୂରା ବଜାର? ବିବାହରେ ବରକୁ 'ଉପହାର' ଭାବରେ ମିଳିଲା SUV ସହିତ ୧୦୦ ରୁ ଅଧିକ ଆଇଟମ୍

Dowry Viral Video: ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ କନିଆଁର ପରିବାର ବରକୁ ଉପହାର ସ୍ୱରୂପ ଅନେକ ଜିନିଷ ଦେଇଛନ୍ତି । ଏଥିରେ ଏକ ଏସୟୁଭି କାର ସହିତ ପ୍ଲେଟ, ଫ୍ରାଇ ପ୍ୟାନ, ରେଫ୍ରିଜରେଟର. ଭୋଲ୍ଟାସ୍ ଏୟାର କଣ୍ଡିସନର, ୱାଶିଂ ମେସିନ୍, କପ୍ ବୋର୍ଡ, ବେଡ୍ ଓ ସୋଫା ଅନ୍ତର୍ଭୁକ୍ତ । ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଦେଖନ୍ତୁ ଭିଡିଓ-

Jagdish Barik|Nov 30, 2023, 08:11 PM
Video Thumbnail
Advertisement

More Videos