Videos

Leopard Surya Namaskar: ଚିତାବାଘ କରୁଛି ସୂର୍ଯ୍ୟ ନମସ୍କାର! IFS ଅଧିକାରୀ ସେୟାର କଲେ ଏହି ଭିଡିଓ, ମିଳୁଛି ଏହିପରି କମେଣ୍ଟ

Leopard Surya Namaskar: ଆଇଏଫଏସ ସୁଶାନ୍ତ ନନ୍ଦ ଟ୍ୱିଟରରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, 'ଚିତାବାଘ କରୁଛି ସୂର୍ଯ୍ୟ ନମସ୍କାର' । ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଲୋକମାନେ ଭିନ୍ନ କଥା କହୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

Leopard Surya Namaskar: In the viral video, the leopard is seen stretching after waking up from sleep. But seeing the way he does this stretching, some people are saying that it looks like Surya Namaskar. At the same time, many users say that this is common in animals. They often do this type of stretching to keep their bodies flexible. For now, you should watch this video.

Video Thumbnail
Advertisement
Read More