Videos

Watch Video: ମୁମ୍ବାଇର ଗଳି କ୍ରିକେଟ ଖେଳୁଥିବାର ନଜର ଆସିଲେ ଅଷ୍ଟ୍ରେଲିଆର ଏହି ଘାତକ ବ୍ୟାଟ୍ସମ୍ୟାନ

ଆଗକୁ ରହିଛି ଦିନିକିଆ ସିରିଜ। ଏହା ପୂର୍ବରୁ ମୁମ୍ବାଇର ଏକ ଗଳିରେ କ୍ରିକେଟ ଖେଳୁଥିବାର ନଜର ଆସିଲେ ଡାଭିଡ଼ ଓ୍ୱାର୍ଣ୍ଣର। ସେହି ସମୟରେ ଏକ ଭିଡ଼ିଓ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ତାଙ୍କର ଏହି ପୋଷ୍ଟକୁ ସୋସିଆଲ ମିଡ଼ିଆ ୟୁଜର ବେଶ ପସନ୍ଦ କରୁଥିବାର ମଧ୍ୟ ନଜର ଆସିଛନ୍ତି।

Video Thumbnail
Advertisement
Read More