Videos

Cheetah: କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର! ଚାରିଟି ଛୁଆ ଜନ୍ମ ଦେଲା ନାମ୍ବିଆରୁ ଆସିଥିବା ମାଇ ଚିତା, ଦେଖନ୍ତୁ ଭିଡିଓ

CheetahKuno National Park: ମଧ୍ୟପ୍ରଦେଶର ଶୋପୁରରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରୁ ଆଜି ଏକ ଖୁସି ଖବର ଆସିଛି । ବାସ୍ତବରେ, ସେପ୍ଟେମ୍ବରରେ ନାମ୍ବିଆରୁ ଏଠାକୁ ଅଣାଯାଇଥିବା ଏକ ମାଇ ଚିତା ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରିଟି ଛୁଆ ଜନ୍ମ ଦେଇଛି । ଏହି ଖବର ପାଇବା ମାତ୍ରେ ସମଗ୍ର ଗ୍ୱାଲିଅର୍ ଚାମ୍ବଲ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ୭୫ ବର୍ଷ ପରେ ଭାରତରେ ଚିତା ଜନ୍ମ ନେଇଛି । ଆପଣ ଦେଖନ୍ତୁ ଏହି ଚିତା ଶାବକର ଭିଡିଓ ...

WATCH: Union Cabinet Minister for Environment, Forest & Climate Change Bhupender Yadav shares a video of four cubs born to one of the cheetahs translocated to India on 17th September 2022.

Video Thumbnail
Advertisement
Read More