Videos

Antara Chakraborty Video: 'ଜାନ୍ ନେଇ ଗଲା ତୋର ଗଜରା ବେଣୀ' ଗୀତରେ ଝୁମିଲେ ଅନ୍ତରା


Antara Chakraborty Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ଏକାଧିକ ଫିଲ୍ମ ଓ ଆଲବମରେ ଗୀତ ଗାଇସାରିଛନ୍ତି । ତେବେ, ଏହାରି ଭିତରେ ଅନ୍ତରାଙ୍କ ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି । ଭାଇରାଲ୍ ହେଉଥିବା ଭିଡି଼ଓରେ ଦେଖିବାକୁ ମିଳିଛି ଯେ, 'ଜାନ୍ ନେଇ ଗଲା ତୋର ଗଜରା ବେଣୀ' ଗୀତରେ ନଟଖଟି ଅନ୍ଦାଜରେ ନଜର ଆସିଛନ୍ତି । ଦେଖନ୍ତୁ ଏହି ସିନ୍ଦୁର ଭିଡିଓ।

 

Video Thumbnail
Advertisement
Read More