Videos

Cow attack video: ସ୍କୁଲରୁ ଫେରୁଥିବା ଝିଅକୁ ମରଣାନ୍ତକ ଆକ୍ରମଣ କଲା ଗାଈ, ଥରିଯିବେ ଆପଣ! ଦେଖନ୍ତୁ ଏହି ସିସିଟିଭି ଭିଡିଓ

Chennai Shocking Video: ଏହି ଘଟଣା ଆଶ୍ଚର୍ଯ୍ୟଜନକ ଓ କଷ୍ଟଦାୟକ ଅଟେ, ଯାହା ନିକଟରେ ସିସିଟିଭି କ୍ୟାମେରାରେ କଏଦ ହୋଇ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ବୁଧବାର ଦିନ ସ୍କୁଲରୁ ଘରକୁ ଫେରୁଥିବାବେଳେ ଜଣେ ନଅ ବର୍ଷର ଝିକୁ ତାଙ୍କ ମା ଓ ସାନଭାଇଙ୍କ ଉପସ୍ଥିତିରେ ଗାଈ ଆକ୍ରମଣ କରିଥିଲା । ସିସିଟିଭି ଫୁଟେଜରେ ପୂରା ଘଟଣା କଏଦ ହୋଇଛି । ଘଟଣାଟି ଚେନ୍ନାଇର ଅଟେ । ଏଠାରେ ଦେଖନ୍ତୁ ପୂରା ଭିଡିଓ ।

Horrifying Video: This is a shocking and disturbing incident which was captured in a CCTV camera installed nearby and is now going viral. While returning home from school on Wednesday, a nine-year-old girl was attacked by a cow in the presence of her mother and younger brother. In the CCTV footage, the girl and her younger brother are seen walking with their mother on the narrow Elango road in Chennai's MMDA Colony area. He was hanging his school dress and bag. Two cows were also walking in front of them.

Video Thumbnail
Advertisement
Read More