Videos

King cobra: ଢେଙ୍କାନାଳରେ ଜିଲ୍ଲାରେ ଏକ ବ୍ୟକ୍ତିଙ୍କ ଘର ଆଜବେଷ୍ଟରୁ ଉଦ୍ଧାର ହେଲା ୧୪ ଫୁଟ ଲମ୍ବର କିଙ୍ଗ କୋବ୍ରା, ଦେଖନ୍ତୁ ଭିଡ଼ିଓ

Dhenkanal Cobra Rescued Video: ଗୁରୁବାର ଦିନ ଓଡି଼ଶାର ଢେଙ୍କାନାଳ ଜିଲ୍ଲାର ଏକ ଘର ଛାତରୁ ୧୪ ଫୁଟ ଲମ୍ବର କିଙ୍ଗ୍ କୋବ୍ରା ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ, କପିଳାଶ ଜଙ୍ଗଲ ପରିସର ଅନ୍ତର୍ଗତ ଦହିମାଳ ସବର ସାହିରେ ଅବସ୍ଥିତ କମଲା ଦେହୁରୀର ଘରର ଆଜବେଷ୍ଟସ ଛାତ ଉପରେ କିଙ୍ଗ କୋବ୍ରାକୁ ଦେଖିବାକୁ ମିଳିଥିଲା । ସୂଚନା ପାଇବା ପରେ ବିନାୟକ ଫାଉଣ୍ଡେସନର ସଦସ୍ୟମାନେ ଗାଁକୁ ଯାଇ କିଙ୍ଗ୍ କୋବ୍ରାକୁ ଉଦ୍ଧାର କରିଥିଲେ । ଏଠାରେ ଦେଖନ୍ତୁ ଭିଡ଼ିଓ ।

Cobra Rescued Video: A 14-foot-long king cobra was rescued from the roof of a house in Odisha’s Dhenkanal district on Thursday. Watch Rescue Video

Video Thumbnail
Advertisement
Read More