Videos

VIDEO: ଗ୍ରାହକଙ୍କ ଅଭଦ୍ରତା ଯୋଗୁଁ ମହିଳା ୱେଟରସ୍ ଦେଲେ ଏପରି ଜବାବ, ଲୋକମାନେ କହୁଛନ୍ତି ଫିମେଲ୍ ବ୍ରୁସ୍ ଲି

Female Bruce Lee: ଗ୍ରାହକଙ୍କ ଅଭଦ୍ରତା ଯୋଗୁଁ ୱେଟରସ୍ ଏପରି ଜବାବ, ଲୋକମାନେ କହୁଛନ୍ତି ଲେଡି ବ୍ରୁସ୍ ଲି । ଏହି ଘଟଣା କେବେ ଓ କେଉଁ ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଶନିବାର ଦିନ ଲୋକପ୍ରିୟ ଟ୍ୱିଟର ଆକାଉଣ୍ଟ CCTV IDIOTS (@cctvidiots) ଏହି ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି - ଫିମେଲ ବ୍ରୁସ୍ ଲି ।

Female Bruce Lee: A video is going viral in which a waitress is seen punching and kicking two customers inside an empty restaurant. The CCTV footage, which is from 2020, shows a waitress serving food to two customers at a table. Where a customer is seen misbehaving with him. The customer grabs the waitress girl but she immediately kicks and punches him. After that, another customer walks towards him but meets the same fate when he throws a chair at him.

Video Thumbnail
Advertisement
Read More