Videos

Viral Video: ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀମନ୍ଦିରରେ ଗହଳି-ଚହଳି

Puri Srimandir: ଆପଣ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଦେଖିଥିବେ। ମାତ୍ର ଏହି ହୃଦୟଷ୍ପର୍ଶୀ ଭିଡିଓ ଆପଣଙ୍କ ଆଖିରେ ଲୁହ ନେଇ ଆସିବ।କିପରି ପୁଅଟି ନିଜ ବୁଢ଼ି ମାଆକୁ କାନ୍ଧରେ କାନ୍ଧେଇ ଜଗା ଦର୍ଶନ ପାଇଁ ନେଉଛି ଦେଖନ୍ତୁ । ଧନ୍ୟ ସେ ପୁଅ! ମାଆଙ୍କୁ କାନ୍ଧେଇ ନେଇ କଲେ ଜଗା ଦର୍ଶନ।

Video Thumbnail
Advertisement
Read More