Videos

Mysterious Shadow Video: ଆକାଶରେ ଦେଖାଦେଲା ଏମିତି କିଛି, ଲୋକ କହିଲେ ସ୍ୱର୍ଗକୁ ଖୋଲିଲା ଦ୍ୱାର

Viral Video Shows Mysterious ‘Door-Like’ Shadow In Bengaluru Skies । ଟ୍ୱିଟର ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଏହି ଭିଡିଓଟି ବେଙ୍ଗାଲୁରୁ ଆକାଶର ହେବାଲା ଫ୍ଲାଏଓଭର ଅଞ୍ଚଳର ବୋଲି କୁହାଯାଉଛି। ଜଣେ ୟୁଜର ଏହି ଭିଡିଓ ନିଜ ସୋସିଆଲ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏଥିରେ ଦୃଶ୍ୟମାନ ହେଉଛି ଯେ, ଆକାଶରେ ଏକ ରହସ୍ୟମୟ କବାଟ ପରି କିଛି ଦେଖାଯାଉଛି। ଯାହାକୁ ଦେଖିବା ମାତ୍ରେ କିଛି ଲୋକ ଏହାକୁ ସ୍ୱଗକୁ ଦ୍ୱାର ବୋଲି କହୁଛନ୍ତି।

Video Thumbnail
Advertisement
Read More