Videos

Archer Boy Video: ଗୋଡରେ ଧନୁତୀର ଧରି ଲକ୍ଷପଥକୁ ହିଟ୍ କଲେ ନାବାଳକ, ଦେଖନ୍ତୁ ଚମତ୍କାର ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ସୁନ୍ଦର ଭିଡିଓ ।ଜଣେ କୁନି ନାବାଳକ ନିଜର କୌଶଳକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏକମ୍ୟାଟ ଉପରେ ନିଜ ଶରୀରକୁ ଆଧାର କରି ଗୋଡ଼ ସାହାଯ୍ୟରେ ଧନୁତୀର ଲକ୍ଷଭେଦ କରୁଛନ୍ତି । ଏହି ଭିଡିଓଟି ଟ୍ୱିଟରରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଭାଇରାଲ ପରେ ଏହି କୁନି ନାବାଳକ ସାହାସକୁ ସମସ୍ତେ ତାରିଫ୍ କରୁଛନ୍ତି ।

Video Thumbnail
Advertisement
Read More