Videos

Viral Video: ସିଂହ ପରି ଗର୍ଜନ କରୁଛି କୁନି ଝିଅ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

କୁନି ଝିଅର ପ୍ରତିଭା ଦେଖି ଚମକି ପଡ଼ିବେ ଆପଣ । ସିଂହ ପରି ଗର୍ଜନ କରି ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେଉଛି ଏହି କୁନି ଝିଅ । ଗୋଟେ ମିନିଟ ର ଭିଡିଓ ସମସ୍ତଙ୍କ ଚକିତ କରିଛି । ଆପଣ ବି ଦେଖନ୍ତୁ ଏହି ଭିଡିଓ

Video Thumbnail
Advertisement
Read More