Videos

ମାନବିକତାର ଶିକ୍ଷା ଦେଉଛି ଏହି କୁନି ପିଲା!, ଦେଖନ୍ତୁ Video

Viral Video: ଏହି ଭାଇରଲ ଭିଡିଓରେ ଆପଣ ଦେଖପାରିବେ ଯେ ଏକ ଛେଳି ଛୁଆଟିକୁ ଧରି ତାକୁ ଶୀତରୁ ରକ୍ଷା କରିବା ପାଇଁ କିପରି ଏକ ଛୋଟ ପିଲାଟି ନିଜ ହାତରେ ନିଆଁ ସେକ ଦେଉଛି । ଆଜିର ଦୁନିଆରେ ମାନବିକତା ସାଧାରଣ ଲୋକଙ୍କ ଠାରୁ ଲିଭି ଯାଉଥିବା ବେଳେ, ଏହି ଭିଡ଼ିଓଟି ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ପ୍ରଦାନ କରୁଛି ।

Viral Video: ଆଜିର ଦୁନିଆରେ ମାନବିକତା ସାଧାରଣ ଲୋକଙ୍କ ଠାରୁ ଲିଭି ଯାଉଥିବା ବେଳେ, ଏହି ଭିଡ଼ିଓଟି ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ପ୍ରଦାନ କରୁଛି ।

Video Thumbnail
Advertisement
Read More