Videos

Viral Video: ଭଗବାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରୁଛି କଣ୍ତେଇ, ଦେଖନ୍ତୁ ଭିଡ଼ିଓ

ସାଧାରଣତଃ ମନ୍ଦିରରେ ଭକ୍ତମାନେ ଭଗବାନଙ୍କୁ ସ୍ବହସ୍ତରେ ପୁଷ୍ପାଞ୍ଜଳି ଅର୍ପଣ କରୁଥିବା ଆପଣ ଦେଖିଥିବେ । କିନ୍ତୁ ଆକାଶରେ ଉଡ଼ି ଏକ କଣ୍ତେଇ ଭଗବାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିବାର ଆପଣ କେବେ ଦେଖିଛନ୍ତି କି ? ଯଦି ନାଁ ତାହାଲେ ଦେଖନ୍ତୁ ଏହି ଭିଡ଼ିଓ କିପରି ଏକ କଣ୍ତେଇ ସାହାଯ୍ୟରେ ଭଗବାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଉଛି ।

Video Thumbnail
Advertisement
Read More