Videos

Viral Match: ଭାରତ-ପାକିସ୍ତାନ ମ୍ୟାଚରେ ଜୟ ଶ୍ରୀରାମ ନାରା

Viral Video: ଗତ କାଲିର ଭାରତ ଓ ପାକିସ୍ତାନ ମ୍ୟାଚରେ ପଡ଼ୋଶୀ ରାଷ୍ଟ୍ରକୁ ହରାଇ ବିଜୟ ହାସଲ କରିଛି ଭାରତୀୟ ଦଳ। ଏହି ମ୍ୟାଚ୍ ଚାଲିଥିବା ବେଳେ 'ଭାରତକା ବଚ୍ଚା ବଚ୍ଚା ଜୟ ଶ୍ରୀରାମ ବୋଲେଗା' ଗୀତରେ ଡିଜେ ବଜାଇ ସେଥିରେ ଝୁମିଥିଲେ ଦର୍ଶକ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Video Thumbnail
Advertisement
Read More