Videos

Viral Video:ପଛପଟୁ ଲୁଚି ଲୁଚି ଆସି ମାଆକୁ ଡରେଇ ଦେଲା ଛୁଆ ସିଂହ, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

Viral Video:ଏକ ସିଂହ ଛୁଆର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ମାଆ ସିଂହ ଆରାମ କରୁଥିବା ସମୟରେ କୁନି ସିଂହଟି ପଛପଟୁ ଛୁପି ଛୁପି ଆସି ମାଆ ସିଂହକୁ ଡରାଇ ଦେଉଛି।

An adorable video of a lion cub going viral, a mischievous lion cub sneaks up on his mother, in an attempt to scare her. The videos shows the loiness resting as the lion cub stealthily moves towards it. Taking her by surprise, the playful cub leaves its mother scared.

Video Thumbnail
Advertisement
Read More