Videos

Video: ଓଡ଼ିଆ ଅଭିନେତ୍ରୀଙ୍କ ଏହି ରିଲସ୍ ସୋସିଆଲ ମିଡିଆରେ ଭାଇରାଲ୍

Video: ଅଭିନେତ୍ରୀ ସୁଇଟି ପଟ୍ଟନାୟକଙ୍କ ଅଭିନୟରେ ଥାଏ ନିଆରା ଆପଣାପଣ । ଖୁବ ସହଜରେ ପରଦାରେ ଦର୍ଶକଙ୍କ ମନକୁ ଜିଣିପାରନ୍ତି ସୁଇଟି । ଅନେକ ଆଲବମ ଓ ସିରିଏଲରେ ଦର୍ଶକଙ୍କୁ ମନରଂଜନର ଖୋରାକ ଯୋଗାଇଛନ୍ତି ଏହି ଅଭିନେତ୍ରୀ । ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଦର୍ଶକଙ୍କ ସହ ଯୋଡିହେବାପାଇଁ ଅନେକ ରିଲସ୍ ବନାଉଛନ୍ତି ସୁଇଟି । ତାଙ୍କର ଅନେକ ରିଲସକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Video Thumbnail
Advertisement
Read More