Videos

Video: 'ଖୁସି’ ଟିମ୍ ସହ ବରଲକ୍ଷ୍ମୀ ନରସିମ୍ହା ସ୍ୱାମୀ ମନ୍ଦିର ଯାଇ ଦର୍ଶନ କଲେ ବିଜୟ ଦେବରକୋଣ୍ଡା, ଦେଖନ୍ତୁ ଭିଡ଼ିଓ ।

ବକ୍ସ ଅଫିସରେ ସେପ୍ଟେମ୍ବର ୨ ତାରିଖରେ ରିଲିଜ ହୋଇଛି ବିଜୟ ଦେବରକୋଣ୍ଡା ଓ ସାମନ୍ଥାଙ୍କ ଅଭିନୀତ ଫିଲ୍ମ 'ଖୁସି' । ଫିଲ୍ମର ସଫଳତା ପରେ ନିଜର ଟିମ୍ ସହ ବରଲକ୍ଷ୍ମୀ ନରସିମ୍ହା ସ୍ୱାମୀ ମନ୍ଦିର ଯାଇ ଦର୍ଶନ କଲେ ଅଭିନେତା ବିଜୟ ଦେବରକୋଣ୍ଡା । ଦେଖନ୍ତୁ ଭିଡ଼ିଓ ।

Video Thumbnail
Advertisement
Read More