ବିଶ୍ବକପରେ ଶନିବାର ଦିନ ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମ୍ୟାଚରେ ବାଜି ମାରିଛି ଟିମ୍ ଇଣ୍ତିଆ । ତେବେ ମ୍ୟାଚକୁ ନେଇ ବହୁ ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଭିଡ଼ିଓରେ ପାକିସ୍ତାନୀ କ୍ରିକେଟର ବାବର ଆଜମ କୋହଲିଙ୍କୁ ଅଟୋଗ୍ରାଫ ମାଗୁଥିବା ଦେଖିବାକୁ ମିଳୁଛି । କୋହଲି ବାବରଙ୍କୁ ଅଟୋଗ