Videos

Video: ମାତ୍ର ୪୫ ମିନିଟ୍ ରେ ଅଟାରେ ଗଣେଶଙ୍କ ପ୍ରତିମା ତିଆରି କଲେ ଅଭିନେତା ସ୍ବରାଜ ବାରିକ, ଦେଖନ୍ତୁ ଭିଡିଓ

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏନେଇ ସାରା ଦେଶରେ ଉତ୍ସବର ମାହୋଲ । ତେବେ ଗଣେଶ ପୂଜା ଅବସରରେ ଅଟାରେ ଏକ ସୁନ୍ଦର ଗଣେଶ ପ୍ରତିମା ତିଆରି କରିଛନ୍ତି ଓଲିଉଡ଼ ଅଭିନେତା ସ୍ବରାଜ ବାରିକ । ୨ କେଜି ଅଟାରେ ପ୍ରସ୍ତୁତ ହୋଇଥିବା ଏହି ପ୍ରତିମା ତିଆରି କରିବା ନେଇ ତାଙ୍କୁ ମାତ୍ର ୪୫ ମିନିଟ୍ ସମୟ ଲାଗିଥିଲା ।  ଦେଖନ୍ତୁ ଏହି ସୁନ୍ଦର ଭିଡ଼ିଓ । 

 

Video Thumbnail
Advertisement
Read More