Videos

Video: ଗୋଡ଼ରେ ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ ମ୍ୟାକ୍ସୱେଲଙ୍କ ଡ଼ବଲ ସେଞ୍ଚୁରୀ, ଭିଡିଓ ଦେଖିଲେ ଆପଣ ବି କହିବେ ୱା ୱା

ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ମ୍ୟାଜିକରେ ଘାରିଲା ଆଫଗାନିସ୍ତାନ । ଚଳିତ ବିଶ୍ୱକପରେ ମ୍ୟାକ୍ସୱେଲ ପ୍ରଥମ ଦ୍ୱିଶତକ ହାସଲ କରି ରେକର୍ଡ଼ କରିଛନ୍ତି । ମାତ୍ର ୧୨୮ ବଲର୍ ୨୦୧ ରନ୍ କରି ଅପରାଜିତ ଇନିଂସ୍ ଖେଳିଛନ୍ତି ଏହି ମହାନ ଖେଳାଳି । ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି କଙ୍ଗାରୁ ଟିମ୍ । ତେବେ ଗୋଡ଼ରେ ଗୋଡ଼ରେ ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ ମ୍ୟାକ୍ସୱେଲଙ୍କ ଡ଼ବଲ ସେଞ୍ଚୁରୀ ସତରେ ପ୍ରସଂଶା ଯୋଗ୍ୟ ।

Video Thumbnail
Advertisement
Read More