Videos

Video: ଭାରତ- ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ପଡ଼ିଆରେ ପଶିଲେ ଯୁବକ, ଦେଖନ୍ତୁ ଭିଡ଼ିଓ

ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଅଧାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ପଡିଆରେ ପଶିଥିଲେ ଜ୍ରାଭୋ । ତାଙ୍କୁ ସୁରକ୍ଷାକର୍ମୀ ପଡିଆ ବାହାରକୁ ନେଉଥିବା ବେଳେ କୋହଲି ଆସି କିଛି ତାଙ୍କୁ କିଛି କହୁଥିବାର ଦେଖିବାକୁ ମିଳିଛି ।  ଜ୍ରାଭୋଙ୍କ ଅସଲି ନାମ ଡାନିଏଲ ଜାର୍ଭିସ । ନିଜ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଜ୍ରାଭୋ ଏଭଳି ପବ୍ଲିସିଟି ଷ୍ଟଣ୍ଟ କରିଥାନ୍ତି । ଜ୍ରାଭୋଙ୍କ ନିଜ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିବା ଭିଡ଼ିଓ ବେଶ ପସନ୍ଦ କରିଥାଆନ୍ତି ୟୁଜର୍ସ।

 

Video Thumbnail
Advertisement
Read More