Videos

Video: ସୋନପରୀ ବେଶରେ କୁକୁର, ଦେଖନ୍ତୁ ଏହି ମଜାଦାର ଭିଡ଼ିଓ

ଆପଣ କେବେ ପର ଲଗା କୁକୁର ଦେଖିଛନ୍ତି କି, ଯଦି ଦେଖିନାହାଁନ୍ତି ତାହାଲେ ଦେଖନ୍ତୁ ଏହି ଭିଡ଼ିଓକୁ କିପରି କୁକୁର ଦେହରେ ପର ଲଗାଇଛି ।  ରଙ୍ଗୀନ ଲାଇଟ ଥିବା ଏହି ପର ଲଗାଇ କୁକୁରଟି ଏକ ପରୀ ଭଳି ଲାଗୁଛି । ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Video Thumbnail
Advertisement
Read More