Videos

VIDEO: କେନ୍ଦୁଝର ଜିଲ୍ଲା ତାଳପଦା ଗାଁରୁ ଉଦ୍ଧାର ହେଲା ବିରାଟକାୟ ଅଜଗର

Keonjhar News: କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକ ଅନ୍ତର୍ଗତ କୁଣ୍ଡୁଳା ପଞ୍ଚାୟତ ତାଳପଦା ଗାଁ ଠାରେ ଏକ ଦଶ-ବାର ଫୁଟ୍ ଲମ୍ବର ଅଜଗର ସାପ ଦେଖି ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ଖବର ପାଇ ହେଲ୍ପଲାଇନ ପକ୍ଷରୁ ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛି ।

VIDEO: big python rescued from Talpada village of Keonjhar district

Video Thumbnail
Advertisement
Read More