Videos

Video: ଆଦିତ୍ୟ ଏଲ-୧ର ଲଞ୍ଚ ପୂର୍ବରୁ ପରମେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ

ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ର ଉତକ୍ଷେପ ପୂର୍ବରୁ ଚେଙ୍ଗଲାମା ପରମେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ ଏସ୍- ସୋମନଥ । ଦେଖନ୍ତୁ ଭିଡ଼ିଓ ।

 

Video Thumbnail
Advertisement
Read More