Hindi News >>Home >>Videos
Videos

Video: ‘ଜୱାନ’ ଗୀତ ଶୁଣି ହଲ ମଝିରେ ନାଚି ଉଠିଲେ ଦର୍ଶକ, ଦେଖନ୍ତୁ ଭିଡ଼ିଓ

ଆଜି ରିଲିଜ ହୋଇଯାଇଛି ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷୀତ ଫିଲ୍ମ ‘ଜୱାନ’ । ରିଲିଜ ହେବା ଦିନ ଏହି ଫିଲ୍ମଟି଼ ନୂଆ ରେର୍ଡ଼କ କରିଛି । ସାଧାରଣତଃ ଚଳଚ୍ଚିତ୍ରର ‘ଫାଷ୍ଟ ଡ଼େ ଫାଷ୍ଟ ସୋ’ ସକାଳ ପ୍ରାୟ ୯ଟାରୁ ଆରମ୍ଭ ହୋଇଥାଏ, ବେଳେ କିଙ୍ଗ ଖାନ୍ ଙ୍କ ଅଭିନୀତ ଏହି ଫିଲ୍ମର ‘ଫାଷ୍ଟ ଡ଼େ ଫାଷ୍ଟ ସୋ’ 'ସକାଳ ୫ ଟାରୁ ଆରମ୍ଭ ହୋଇଛି।  ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ହଲରେ ‘ଜୱାନ’ ଗୀତରେ ଦର୍ଶକ ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

Payal Priyadarshini|Sep 07, 2023, 02:12 PM
Video Thumbnail
Advertisement

More Videos