Videos

Video: ମଙ୍ଗବାର ରିଲିଜ ହେବ ଫିଲ୍ମ ‘ଜୱାନ’ର ଆଉ ଏକ ଗୀତ, ଦେଖନ୍ତୁ ଏହାର ପ୍ରଥମ ଝଲକ

ଆସନ୍ତା ୭ ତାରିଖରେ ରିଲିଜ ହେବାକୁ ଯାଉଛି ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ । ତେବେ ରିଲିଜ ପୂର୍ବରୁ ଏହାର ଆଉ ଏକ ଗୀତ ମଙ୍ଗଳବାର ଦିନ ରିଲିଜ ହେବାକୁ ଯାଉଛି । ତେବେ ରିଲିଜ ପୂର୍ବରୁ ଏହାର ପ୍ରଥମ ଝଲକ ସାମ୍ନାକୁ ଆସିଛି । ମେକର୍ସଙ୍କ ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓରେ କିଙ୍ଗ ଖାନଙ୍କ ଏହି ଆଇଟମ ନମ୍ବରରେ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । 

 

Video Thumbnail
Advertisement
Read More