Videos

Video: ୩୮ ବର୍ଷରେ ୨ୟ ବିବାହ କଲା ଅଭିନେତ୍ରୀ ମାହିରା ଖାନ୍, ଦେଖନ୍ତୁ ଭିଡ଼ିଓ

ବିବାହ ବନ୍ଧନରେ ବାନ୍ଧି ହେଲେ ପାକ୍ ଅଭିନେତ୍ରୀ ମାହିରା ଖାନ୍ । ଅଭିନେତ୍ରୀ ସଲିମ କରିମଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ସଲିମ ପେଶାରେ ଜଣେ ବ୍ୟବସାୟୀ ଅଟନ୍ତି । ପୂର୍ବରୁ ମାହିରା ନିଜ ପିଲା ଦିନରୁ ବନ୍ଧୁ ତଥା ପ୍ରେମିକ ଅଲି ଆସ୍କାରିଙ୍କୁ ବିବାହ କରିଥିଲେ । ୨୦୧୫ ମସିହାରେ ଏହି ବିବାହ ବିଚ୍ଛେଦ ହୋଇଥିଲା । ତେବେ ମାହିରାଙ୍କ ବିବାହ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ କନ୍ୟା ବେଶରେ ବେଶ ସୁନ୍ଦର ଦେଖାଯାଇଛନ୍ତି ଅଭିନେତ୍ରୀ । 

 

Video Thumbnail
Advertisement
Read More