Videos

VIDEO: ସ୍କୁଟିର ବ୍ରେକ୍ ବଦଳରେ ଏକ୍ସଲିଟର ମୋଡି଼ଦେଲେ 'ଦିଦି', ଆଉ ତାପରେ ସିଧା ଯାଇ ଆକାଶରେ!

Girl Scotty Driving Video: ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ଜୋରଦାର ହେବାରେ ଲାଗିଛି । ଯେଉଁଥିରେ ସେ ସ୍କୁଟିକୁ ପାର୍କ କରିବାକୁ ଚାହୁଁଛନ୍ତି, କିନ୍ତୁ ଏହି ସମୟରେ ସେ ବ୍ରେକ୍ ବଦଳରେ ଏକ୍ସଲିଟର ମୋଡି଼ ଦିଅନ୍ତି ଓ ତା’ପରେ ସ୍କୁଟି ସିଧା ଏକ ଗେଟ୍ ଉପରେ ଯାଇ ଲାଗିଯାଏ । ଦେଖନ୍ତୁ ଏହି ଭିଡିଓ..

Girl Scotty Driving Video: In this video, you can see that a girl is driving a scooter while wearing a helmet. Seeing her, it seems that she is trying to park it, but by going back and forth, it is known that she is backing the scooter. Then suddenly she turns the accelerator instead of pressing the brakes on the scooter. After which the scooter becomes uncontrollable. Instead of parking it, she puts the scooter in such a place that now two people will be needed to get it off.

Video Thumbnail
Advertisement
Read More