Videos

Vastu Tips For House Owner: ଘରର ଏହି କୋଣ ଦିଅନ୍ତୁ ନାହିଁ ଭଡ଼ାଟିଆଙ୍କୁ, ନଚେତ୍ ସହିବେ କ୍ଷତି

ଏକାଧିକ ଘର ଥିବା କାରଣରୁ କିମ୍ବା ଅଧିକ ଆୟ ପାଇଁ ଅନେକ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇଥାନ୍ତି । ତେବେ ବେଳେବେଳେ ଘର ଭଡ଼ା ଦେବା ଘର ମାଲିକଙ୍କୁ ମହଙ୍ଗା ପଡ଼ିଥାଏ । ଭଡ଼ା ଦେବା ପରେ ପାରିବାରିକ ସମସ୍ୟା ସୃଷ୍ଟି ହୋଇଥାଏ । କିମ୍ବା ଭଡ଼ାଟିଆ ଠିକ ସମୟରେ ଘରଭଡ଼ା ଦେଇନଥାନ୍ତି । ଏମିତି ବି ହୋଇଥାଏ ଯେ,ଆପଣ ଭଲ ଘର ମାଲିକ ହୋଇଥିଲେ ବି ଅଳ୍ପଦିନରେ ଭଡାଟିଆ ବିଭିନ୍ନ ଆଳ ଦେଖାଇ ଘର ଛାଡ଼ି ଦିଅନ୍ତି । ଏସବୁ ପଛରେ ବାସ୍ତୁଦୋଷ ରହିଥାଏ । ତେବେ କେମିତି ଏଭଳି ବାସ୍ତୁଦୋଷ ଦୁର କରିବେ,ସେବାବଦରେ ଆଜି ଆମେ କହିବୁ ।

Video Thumbnail
Advertisement
Read More