Videos

ଘରେ ପିଲାଙ୍କ ଫଟୋ ଲଗାଇବା ପୂର୍ବରୁ ଜାଣନ୍ତୁ ବାସ୍ତୁର ଏହି ନିୟମ, ନଚେତ୍

ଆମେ ସମସ୍ତେ ଆମ ଘର କାନ୍ଥରେ ଆମ ପିଲାଙ୍କ ଫଟୋ ଲଗାଇବାକୁ ଭଲପାଇଥାଉ । ଫଟୋରେ ସେମାନଙ୍କ ପିଲାଦିନର ସ୍ମରଣୀୟ ମୁହୂର୍ତ୍ତ ଦେଖି ମନ ଖୁସିରେ ଭରିଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଫଟୋ ଲଗାଇବାରେ ଭୁଲ କରିବା ବେଳେବେଳେ ବହୁତ ଭାରି ପଡ଼ପାରେ ଏବଂ ଆପଣଙ୍କ ଭୁଲ ପାଇଁ ଆପଣଙ୍କ ପ୍ରିୟଜନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିପାରେ? ବାସ୍ତବରେ ପିଲାଙ୍କ ଫଟୋ ଲଗାଇବା ପାଇଁ କିଛି ସ୍ୱତନ୍ତ୍ର ନିୟମ ରହିଛି । ଏହି ସବୁ ନିୟମକୁ ଧ୍ୟାନରେ ରଖି ଯଦି ଆପଣ ନିଜ ଘରକୁ ପିଲାଙ୍କ ଫଟୋରେ ସଜାଇବେ ତେବେ ଆପଣଙ୍କ ଘରର ବାତାବରଣ ବହୁତ ଖୁସିବାସିଆ ରହିବ ଏବଂ ଆପଣଙ୍କ ମଧ୍ୟରେ ପ୍ରେମ ବଢିବ । ଆସନ୍ତୁ ଜାଣିବା ଘର କାନ୍ଥରେ ପିଲାଙ୍କ ଫଟୋ ଲଗାଇବାର କ'ଣ ରହିଛି ଏହି ନିୟମ ସବୁ

Video Thumbnail
Advertisement
Read More