Videos

VK Pandian: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନଙ୍କ ବରମୁଣ୍ଡା ଆଇଏସବିଟି ପ୍ରକଳ୍ପ ପରିଦର୍ଶନ , ଦେଖନ୍ତୁ ଏହି ଭିଡିଓ..

୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନଙ୍କ ବରମୁଣ୍ଡା ବସ ଟର୍ମିନାଲ ପରିଦର୍ଶନ କରିବା ସହ ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱରୋପ କରିଛନ୍ତି । ଏଥିସହ ବସଷ୍ଟାଣ୍ଡ ସହ ବିମାନବନ୍ଦର ରାସ୍ତା ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । କେବଳ ଓଡ଼ିଶା ରାଜ୍ୟର ବାସିନ୍ଦା ନୁହଁନ୍ତି, ବରଂ ପଡ଼ୋଶୀ ରାଜ୍ୟ ମାନଙ୍କ ପାଇଁ ଏହି ଟର୍ମିନାଲ ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନ ହବ୍ ହେବାକୁ ପ୍ରସ୍ତୁତ ହୋଇଛି ।

Video Thumbnail
Advertisement
Read More