Videos

Temple Mahadipa: ପବିତ୍ର ଉତ୍ପନ୍ନା ଏକାଦଶୀରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ

ପବିତ୍ର ଉତ୍ପନ୍ନା ଏକାଦଶୀରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ। ସଂନ୍ଧ୍ଯା ଧୂପ ପରେ ଚୁନରା ସେବକ ମାନେ ଅତି ନିଷ୍ଠାର ସହ ସମାପନ କରିଛନ୍ତି। ଜଗତକଲ୍ଯାଣ ଉଦ୍ଦେଶ୍ୟରେ ଏହି ନିତି କରାଯାଇଥାଏ। ଏକାଧିକ ଚୁନରା ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଅଁଳାବେଢାକୁ ମହାଦୀପ ଉଠାଯାଇଥାଏ। ଆଉ ଏହାର ବିରଳ ଦୃଶ୍ୟ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ଲାଭ କରିଥାନ୍ତି। ଖାଲି ଶ୍ରୀମନ୍ଦିର ପରିସରରେ ରହିଥିବା କେବଳ ଭକ୍ତ ମାନେ ନୁହଁନ୍ତି ଶ୍ରୀମନ୍ଦିର ଠାରୁ ଦଶକିଲୋମିଟର ବ୍ଯାପି ଗ୍ରାମର ଲୋକମାନେ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥାନ୍ତି।

Video Thumbnail
Advertisement
Read More