Videos

Urfi Javed New Video: ଗଜରାକୁ ଡ୍ରେସ୍ କରି ପିନ୍ଧିଲେ ଉର୍ଫି ଜାଭେଦ; ଦେଖାଇଲେ 'ଶାସ୍ତ୍ରୀୟ' ଲୁକ୍, ଭିଡିଓ ଭାଇରଲ

Urfi Javed New Video: ଉର୍ଫି ଜାଭେଦ ପୁଣି ଥରେ ସୋସିଆଲ ମିଡିଆରେ ନିଜ ଡ୍ରେସ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଉର୍ଫି ଏଥର ଏପରି ଏକ ପୋଷାକ ତିଆରି କରି ପିନ୍ଧିଛନ୍ତି, ଯାହାକୁ ଦେଖି ଲୋକମାନେ ଦାନ୍ତ କଡ଼ମଡ଼ କରୁଛନ୍ତି । ଦେଖନ୍ତୁ ଉର୍ଫି ଜାଭେଦଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରଯାଇଥିବା ଏହି ଭଡ଼ିଓ ।

Urfi Javed New Video: Uorfi Javed often remains in headlines for her outfits. The actress has now taken a completely different getup in her latest video. She is seen wearing a dress made of gajra.

Video Thumbnail
Advertisement
Read More