Videos

Shocking Video: ଚଳନ୍ତା ବାଇକରେ ରୋମାନ୍ସ କଲେ ଦୁଇ ଝିଅ, ପରସ୍ପରକୁ ଦେଲେ KISS, ଭିଡିଓ ଭାଇରାଲ୍

Shocking video: ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବାଇକ୍ ରାସ୍ତାରେ ବହୁତ ଦ୍ରୁତ ଗତିରେ ଚାଲୁଛି । ଏହି ବାଇକରେ ଦୁଇଜଣ ଝିଅ ମୁହାଁମୁହିଁ ହୋଇ ବସିଛନ୍ତି । ଦୁହେଁ ଖୋଲାଖୋଲି ଭାବେ ପରସ୍ପରକୁ ଆଲିଙ୍ଗନ ଓ ଚୁମ୍ବନ କରୁଛନ୍ତି । ଏହି ସମୟରେ ପଛରୁ ଯାଉଥିବା ଅନ୍ୟ ଜଣେ ବାଇକ ଚାଳକ ଏହାକୁ ମୋବାଇଲରେ ରେକର୍ଡ କରିଥିଲା, ଯାହା ବର୍ତ୍ତମାନ ଇଣ୍ଟରନେଟରେ ଜୋରଦାର ଭାଇରାଲ ହୋଇଛି । ଏଠାରେ ଦେଖନ୍ତୁ ଭିଡିଓ । 

Girls Viral Video: Internet public has gone berserk after seeing this video of two girls openly romancing on a moving bike. Netizens are talking different things about it. There are more than 26 lakh views on the video.

Video Thumbnail
Advertisement
Read More