Videos

Video: ଅଭିନେତ୍ରୀ ନେହା ଓ ବିଶ୍ୱରୂପାଙ୍କ ଜବରଦସ୍ତ ଡ୍ୟାନ୍ସ

Video: ଓଡ଼ିଆ ଧାରାବାହିକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୁଇ ଅଭିନେତ୍ରୀ ହେଉଛନ୍ତି ନେହା ନାଗେଶ୍ୱରୀ ଓ ବିଶ୍ୱରୂପା ରାଉତ । କେବଳ ଅଭିନୟ ପାଇଁ ନୁହେଁ ବରଂ ସୁଟିଂ ସେଟରେ ଅନେକ ମଜା କରୁଥିବା କାରଣରୁ ଦୁଇ ଅଭିନେତ୍ରୀ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ । ଦୁହିଁଙ୍କ ମଧ୍ୟରେ ରହିଛି ନିବିଡ ସମ୍ପର୍କ । ଖାଇବାଠୁ ଆରମ୍ଭ କରି ବୁଲିବାକୁ ଯିବା ପର୍ଯ୍ୟନ୍ତ ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥାଏ । ଦୁହେଁ ଅନେକ ରିଲ୍ସ ତିଆରି କରି ଦର୍ଶକଙ୍କ ମନ ଜିଣିଛନ୍ତି ।

Video Thumbnail
Advertisement
Read More