Videos

Debrigarh Camp: ଡେବ୍ରିଗଡ଼ ଅଭୟାରଣ୍ୟରେ ଟ୍ରେକିଂ କ୍ୟାମ୍ପ୍, ଯୋଗଦେଲେ ୧୨ ରାଜ୍ୟ ରୁ ୨୨ ପର୍ଯ୍ୟଟକ

ଡେବ୍ରିଗଡ଼ ଅଭୟାରଣ୍ୟ ରେ ଟ୍ରେକିଙ୍ଗ କେମ୍ପ | ଯୋଗ ଦେଲେ ଦେଶର ୧୨ ରାଜ୍ୟ ରୁ ୨୨ ପର୍ଯ୍ୟଟକ |ସମ୍ବଲପୁର ଓ ବରଗଡ଼ ଜିଲ୍ଲା ରେ ରହିଥିବା ଏହି ଡେବ୍ରିଗଡ଼ ଅଭୟାରଣ୍ୟ ପ୍ରାକୃତିକ ପରିବେଶ ସହ ହୀରାକୁଦ ଜଳ ଭଣ୍ଡାର ପଶୁ ଓ ପକ୍ଷୀ ରେ ଭରପୁର | ସେଥିପାଇଁ ଦେଶ ବିଦେଶ ର ପର୍ଯ୍ୟଟକ ଆକୃଷ୍ଟ ହେବା ସହ ପ୍ରାକୃତିକ ଶୋଭା ଉପଭୋଗ କରିବା ପାଇଁ ଆସୁଛନ୍ତି | ଏବେ ୧୨ ଟି ରାଜ୍ୟ ରୁ ୨୨ ପର୍ଯ୍ୟଟକ ଡେବ୍ରିଗଡ଼ କୁ ଟ୍ରେକିଙ୍ଗ କରିବା ପାଇଁ ଆସିଥିବା ବେଳେ ତାହା ର ମାନ୍ୟତା ଆହୁରି ବୃଦ୍ଧି ପାଇଛି| ଆନ୍ଧ୍ରପ୍ରଦେଶ, ପଞ୍ଜାବ,କେରଳ,ମଧ୍ୟପ୍ରଦେଶ, ହରିଆଣା,କର୍ଣ୍ଣାଟକ ଏହିଭଳି ୧୨ ଟି ରାଜ୍ୟ ରୁ ପର୍ଯ୍ୟଟକ ଟ୍ରେକିଙ୍ଗ ରେ ଆସିଛନ୍ତି |

Video Thumbnail
Advertisement
Read More