Videos

Accident News: ଅଧୁରା ରହିଲା ତାରିଣୀ ଦର୍ଶନ, ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୮ ମୃତ ୧୨ ଆହତ..

Odisha Accident: ଅଧୁରା ରହିଲା ତାରିଣୀ ଦର୍ଶନ । ଗଞ୍ଜାମ ଜିଲ୍ଲା ପୋଡ଼ାମାରୀ ଗାଁରୁ ଏକ ୱିଙ୍ଗର ଗାଡ଼ିରେ 2 ପରିବାରର ପ୍ରାୟ 20 ଜଣ ଘଟଗାଁ ତାରିଣୀ ଦର୍ଶନ ପାଇଁ ଆସିଥିବା ସମୟରେ ଘଟଗାଁ ଥାନା ବାଲିଯୋଡି ନିକଟରେ ବ୍ରେକ୍ ଡାଉନ୍ ଥିବା ଟ୍ରକ୍ ପଛରେ ଧକ୍କା ଦେଲା ଗାଡ଼ି । ଘଟଣାସ୍ଥଳରେ 8 ମୃତ ହୋଇଥିବା ବେଳେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ମୃତ୍ୟୁବରଣ କରିଛନ୍ତି । ଶିଶୁଙ୍କ ସମେତ 13ଜଣ ଅଧିକ ଆହତ।

Video Thumbnail
Advertisement
Read More