Videos

Tourist Beaten Video: ପର୍ଯ୍ୟଟକଙ୍କୁ ଲୁହାରଡ ଓ ଠେଙ୍ଗାରେ ପିଟିଚାଲିଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ

Tourist Chased and Beaten With Sticks and Iron Rods in Agra । ତାଜମହଲ ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ଉତ୍ତରପ୍ରଦେଶର ଆଗ୍ରା ଠାରେ ବାଡ଼ି ଓ ଲୁହା ରଡରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଆକ୍ରମଣର ଘଟଣା ନିକଟରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସୋସିଆଲ ମିଡିଆରେ ଏହି ଫୁଟେଜ ଭାଇରାଲ ହେବା ପରେ ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।

Video Thumbnail
Advertisement
Read More