Videos

South Star: 'ମଟର ପନିର୍' ଫସାଇଥିଲା ଏହି ସବୁ ସାଉଥ ସୁପରଷ୍ଟାରଙ୍କୁ

ଆଜିକାଲି ର ଯୁବପୀଢି ବଲିଉଡ ନୁହେଁ ବରଂ ଟଲିଉଡ ବା ସାଉଥ ଫିଲ୍ମର ଦିୱାନା ହେଲେଣି । କାରଣ ଟଲିଉଡରେ ସେସବୁ ଅଛି ଯାହା ଫ୍ୟାନ୍ସ ମାନେ ଖୋଜୁଛନ୍ତି । ଫିଲ୍ମରେ କାହାଣୀ, ଆକ୍ସନ, ଥ୍ରିଲ୍, ସସପେନ୍ସ ଓ କ୍ରାଇମ ପ୍ଲଟ ସହ ଗୀତକୁ ନେଇ ନିର୍ଦ୍ଦେଶକ ଦେଉଛନ୍ତି କିଛି ଏମିତି ଜବରଦସ୍ତ ତଡକା ଯାହା ଫ୍ୟାନ୍ସଙ୍କୁ ସାଉଥ ବା ଦକ୍ଷିଣ ଭାରତୀୟ ଫିଲ୍ମ କୁ ପସନ୍ଦ କରିବାକୁ ବାଧ୍ୟ କରୁଛି । ଆପଣ ମାନେ ବି ଜାଣିଥିବେ ଏବେ ସାରା ଦେଶରେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଜେଲରକୁ ନେଇ ଖୁବ୍ ଚର୍ଚ୍ଚା । ରିଲିଜ ହେବାଠୁ ଆଜି ପର୍ଯ୍ୟନ୍ତ ଫିଲ୍ମର କାହାଣୀ, ଷ୍ଟାରକାଷ୍ଟ, ଷ୍ଟାରକାଷ୍ଟଙ୍କ ଫିସ୍, ଗୀତ ଓ ଆକ୍ସନକୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ ଆସୁଛି । ହେଲେ ଆଜି ଆମେ କୌଣସି ଫିଲ୍ମର ରିଭ୍ୟୁ କିମ୍ବା କଲେକ୍ସନ ବିଷୟରେ କଥା ହେବାନି। ଆଜି ଆମେ କହିବୁ ସାଉଥର ଏମିତି ଅନେକ ସୁପରଷ୍ଟାର ଙ୍କ କଥା ଯିଏ କି ଘରର ଡାଲି ଖାଇବାକୁ ପସନ୍ଦ କରୁଥିଲେ ଆଉ ବାହାରର ମଟର ପନିର୍ ବି ଅର୍ଥାତ୍ ପତ୍ନୀଙ୍କୁ ଲୁଚାଇ ଲୁଚାଇ ଏମାନେ କରୁଥିଲେ ଏକ୍ସଟ୍ରା ମାରିଟାଲ ଅଫେୟାର୍ସ...ତେବେ ଡିଟେଲ୍ସ ଜାଣିବା ପାଇଁ ଦେଖନ୍ତୁ ଏହି ପୂରା ରିପୋର୍ଟ...

Video Thumbnail
Advertisement
Read More