Videos

Tiger Video: ରାସ୍ତାରେ ଚାଲି ଚାଲି ଯାଉଥିଲେ ଯୁବକ, ହଠାତ୍ ଆସିଲା ବାଘ

ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ବି ଡରିଯିବେ। ଭିଡିଓରେ ଦେଖାଦେଉଛି ଯେ, ଜଣେ ଲୋକ ଗାଡିରୁ ଓହ୍ଲାଇବା ପରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ସମୟରେ ଏକ ବୁଦା ନିକଟରୁ ଗୋଟିଏ ବାଘ ଦୌଡିଆସୁଛି । ତେବେ ବାଘଟି ତାଙ୍କୁ ଆଟାକ୍ ନକରି ହଠାତ୍ ରାସ୍ତା ପାର୍ କରିଚାଲିଯାଉଛି । ଚାଲି ଚାଲି ଯାଉଥିବା ବ୍ୟକ୍ତି ଜଣକ ପଛକୁ ଫେରିଆସନ୍ତି । ଆଉ ବାଘଟି ଖୁବ ଜୋରରେ ରାସ୍ତା ପାର୍ କରି ଜଙ୍ଗଲ ଭିତରକୁ ପଶିଯାଉଛି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Video Thumbnail
Advertisement
Read More