Videos

Cobra vs Tiger: ଘଞ୍ଚ ଜଙ୍ଗଲରେ ମୁହାଁମୁହିଁ ହେଲେ ବାଘ ଓ ଅହିରାଜ, ଦେଖନ୍ତୁ କିଏ ଜିତିଲା? ଭିଡିଓ

Cobra vs Tiger Viral Video: ବାଘକୁ ଦୁନିଆର ସବୁଠାରୁ ବିପଜ୍ଜନକ ପଶୁ ଭାବରେ ଗଣିତ କରଯାଏ। କିନ୍ତୁ ଯେତେବେଳେ ଜଙ୍ଗଲର ରାଜା ବାଘ ସହିତ ଏକ ଅହିରାଜ ମୁହାଁମୁହିଁ ହେବ, ସେତେବେଳେ କ’ଣ ହେବ? ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଏହି ଭିଡିଓ ଟାଇଗର ବନାମ କିଙ୍ଗ କୋବ୍ରା ଲେଖି ପୋଷ୍ଟ କରୁଛନ୍ତି। ଆଇଏଫଏସ୍ ରମେଶ ପାଣ୍ଡେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର ଏହି ଭିଡିଓ କରିବା ସହ ଲେଖିଛନ୍ତି - କୋବ୍ରା ଓ ଏକ ବାଘ ମଧ୍ୟରେ କଥାବାର୍ତ୍ତାର। ଦେଖିବା କୌତୁହଳପ୍ରଦ। ତେବେ ଆପଣ ଦେଖନ୍ତୁ ଏହି ଭିଡିଓ।

Cobra vs Tiger: ବାଘକୁ ଦୁନିଆର ସବୁଠାରୁ ବିପଜ୍ଜନକ ପଶୁ ଭାବରେ ଗଣିତ କରଯାଏ। କିନ୍ତୁ ଯେତେବେଳେ ଜଙ୍ଗଲର ରାଜା ବାଘ ସହିତ ଏକ ଅହିରାଜ ମୁହାଁମୁହିଁ ହେବ, ସେତେବେଳେ କ’ଣ ହେବ? ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Video Thumbnail
Advertisement
Read More