Videos

Video: ପ୍ରଭୁ ଗଣେଶଙ୍କ ସାମ୍ନାରେ ସ୍କୁଲ ଝିଅଙ୍କ ଏହି ଭିଡିଓ ହେଉଛି ଭାଇରାଲ୍

Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଗଣେଶ ପୂଜା ଅବସରରେ ଏହି କୁନି ଝିଅଟି ପ୍ରଭୁଙ୍କ ସାମ୍ନାରେ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରିଛନ୍ତି । ଶାଢୀ ପିନ୍ଧି ପାରମ୍ପାରିକ ଢଙ୍ଗରେ ନୃତ୍ୟ ପରିବେଷଣ କରିଥିବାରୁ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି କୁନି ଝିଅଟିକୁ ।

Video Thumbnail
Advertisement
Read More