Videos

Viral video: କାର ସାହାଯ୍ୟରେ ATM ଭାଙ୍ଗି ଚୋରି ଉଦ୍ୟମ, ଭିଡିଓ ଭାଇରାଲ

ପ୍ରତିଦିନ ଚୋରି କରିବାର ନୂଆ ନୂଆ ମାମଲା ସାମ୍ନାକୁ ଆସିଥାଏ । ନିକଟରେ ମହାରାଷ୍ଟ୍ରରୁ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଚୋରମାନେ ଏକ କାର ସାହାଯ୍ୟରେ ଏଟିଏମକୁ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଯାହାର ସଂପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ ରେକର୍ଡ଼ ହୋଇଛି । ଘଟଣା ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Video Thumbnail
Advertisement
Read More