Videos

Viral Video: ଗଣେଶ ପୂଜା ପୂର୍ବରୁ ଅଭିନେତ୍ରୀ ଛନ୍ଦିତା ସେୟାର କଲେ ଏହି ସୁନ୍ଦର ଭିଡି଼ଓ

Viral Video: ଆସନ୍ତାକାଲି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ(Ganesh puja) ।  ପୂଜା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ତେବେ, ଏଥର ଗଣେଶ ପୂଜାରେ ପୂର୍ବରୁ ଅଭିନେତ୍ରୀ ଛନ୍ଦିତା ପାଢୀ ଏକ ସୁନ୍ଦର ଭିଡିଓଟି ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ,ଅଭିନେତ୍ରୀ  ଗଣେଶଙ୍କ ମୂର୍ତ୍ତୀ ଧରି ନୃତ୍ୟ କରୁଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡି଼ଓଟି ...

Video Thumbnail
Advertisement
Read More