Videos

Crime News: ଜୁଆ ଅଡ୍ଡାରେ ଚଢ଼ାଉ ବେଳେ ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀଙ୍କୁ ଆକ୍ରମଣ

ରାତି ଅଧିଆ ଜୁଆ ଅଡ୍ଡାରେ ଚଢ଼ାଉ ମହଙ୍ଗା ପଡିଲା ! ବାଲେଶ୍ବର ଜିଲ୍ଲା ତାଳସାରୀ ସାମୁଦ୍ରିକ ଥାନା ଅଧିକାରିଣୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରି ତାଙ୍କର ଡ୍ରେସ ଛିଣ୍ଡାଇବା ସହିତ ଦୋକାନ ଘରେ ପୁରାଇ ଶାରୀରିକ ନିର୍ଯ୍ୟାତନା ଦେଲେ କିଛି ଅସାମାଜିକ ବ୍ୟକ୍ତି ! ଦୁଇଘଣ୍ଟା ପରେ ଉଦ୍ଧାର କଲେ ଭୋଗରାଇ ପୁଲିସ, ଘଟଣାରେ 20 ଅଟକ ! ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନ ରବିବାର ରାତି ଦଶଟା ସମୟରେ ପେଟ୍ରୋଲିଙ୍ଗରେ ଉଦୟପୁର ଗାଁକୁ ଯାଉଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଛି !

Video Thumbnail
Advertisement
Read More