Videos

Raseswari Panigrahi: ରାସେଶ୍ୱରୀ ଙ୍କୁ ସମ୍ବଲପୁର ବିଧାୟିକା ଟିକେଟ ଦେବା ପାଇଁ ଜୋର ଧରୁଛି ଦାବି

ରାସେଶ୍ୱରୀ ଙ୍କୁ ସମ୍ବଲପୁର ବିଧାୟକା ଟିକେଟ ଦେବା ପାଇଁ ଦାବୀ |ମୁଖ୍ୟମନ୍ତ୍ରୀ ସମ୍ବଲପୁର ବିଧାନସଭା ସିଟ ପାଇଁ ପୁନଃ ବିଚାର କରନ୍ତୁ ବୋଲି ଦାବୀ ଜଣାଇଛନ୍ତି ରାସେଶ୍ୱରୀ ଙ୍କ ସମର୍ଥକ | ଗୁରୁବାର ସମ୍ବଲପୁର ବିଧାନସଭା ଟିକେଟ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ମିଳି ସାରିଥିବା ବେଳେ ପୂର୍ବତନ ବିଧାୟିକା ରାସେଶ୍ୱରୀ ଙ୍କ ସମର୍ଥକ ମାନେ ଏଥିରେ ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ମେଡମ ଙ୍କୁ ଟିକେଟ ଦିଅନ୍ତୁ ବୋଲି ଦାବୀ ଜଣାଇଛନ୍ତି | ସେଥିପାଇଁ ବାରମ୍ବାର ମେଡମ ଙ୍କ ଘର ପାଖ ତାଙ୍କ କାର୍ଯ୍ୟାଳୟ ରେ ସବୁ ଦିନ ସନ୍ଧ୍ୟା ରେ ସମର୍ଥକ ଙ୍କ ଭିଡ଼ ଲାଗି ରହିବା ସହ ରାସେଶ୍ୱରୀ ଙ୍କୁ ଟିକେଟ ଦେବା ପାଇଁ ଦାବୀ ହେଉଛି|

Video Thumbnail
Advertisement
Read More